ବୟସର ଅଶି ବର୍ଷ ଅତିକ୍ରମ କରିଥିବା ଶେରିଙ୍ଗ ଦୋର୍ଜୀ ଭୁତିୟା ପାଞ୍ଚ ଦଶକ ହେବ ହାତରେ ଧନୁ ତିଆରି କରୁଛନ୍ତି। ବୃତ୍ତିରେ ଜଣେ ବଢ଼େଇ ହୋଇଥିବା ଦୋର୍ଜୀ ଆସବାବପତ୍ର ମରାମତି କରି ଜୀବିକା ନିର୍ବାହ କରନ୍ତି, କିନ୍ତୁ ତାଙ୍କୁ ପ୍ରେରଣା ମିଳେ ଧନୁର୍ବିଦ୍ୟାରୁ – ଯାହା ତାଙ୍କର ନିଜ ରାଜ୍ୟ ସିକ୍କିମର ସଂସ୍କୃତିରେ ନିମ୍ମଜିତ ହୋଇରହିଛି।

ସ୍ଥାନୀୟ ଲୋକମାନେ କହନ୍ତି ସିକ୍କିମର ପାକିଓଙ୍ଗ ଜିଲ୍ଲାରେ ଥିବା କାର୍ଥୋକ ଗାଁରେ ଏକଦା ଅଧିକ ଧନୁ ନିର୍ମାତା ଥିଲେ, କିନ୍ତୁ ଏବେ କେବଳ ଶେରିଙ୍ଗ ଅଛନ୍ତି। ସେ ବାଉଁଶରେ ତାଙ୍କ ଧନୁ ତିଆରି କରନ୍ତି ଏବଂ ସେଗୁଡ଼ିକ ବୌଦ୍ଧ ପର୍ବ ଲୋସୁଙ୍ଗ ସମୟରେ ବିକ୍ରି ହୁଏ।

ଆପଣ ଏଠାରେ ତାଙ୍କ ବିଷୟରେ ଅଧିକ ପଢ଼ିପାରିବେ: ଶେରିଂ: ପାକ୍ୟୋଙ୍ଗର ସିଧା-ତୀର ଧନୁ ନିର୍ମାତା

ଭିଡିଓ ଦେଖନ୍ତୁ: ସେରିଙ୍ଗ ଭୂତିଆ ଏବଂ ଧନୁ ତିଆରିରେ ତାଙ୍କର ଆଗ୍ରହ

ଅନୁବାଦ : ଓଡ଼ିଶାଲାଇଭ୍‍

Jigyasa Mishra

Jigyasa Mishra is an independent journalist based in Chitrakoot, Uttar Pradesh.

Other stories by Jigyasa Mishra
Video Editing : Urja
urja@ruralindiaonline.org

Urja is a Video Editor and a documentary filmmaker at the People’s Archive of Rural India

Other stories by Urja
Text Editor : Vishaka George

Vishaka George is a Bengaluru-based Senior Reporter at the People’s Archive of Rural India and PARI’s Social Media Editor. She is also a member of the PARI Education team which works with schools and colleges to bring rural issues into the classroom and curriculum.

Other stories by Vishaka George
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE